ଭାରତୀୟ କ୍ରିକେଟ ଦଳରେ ବିରାଟଙ୍କ ସ୍ଥାନ ନେଇପାରନ୍ତି ବୁମରା

ନୂଆଦିଲ୍ଲୀ: ଟେଷ୍ଟ ମ୍ୟାଚରେ ବିରାଟଙ୍କ ସ୍ଥାନ ନେଇପାରନ୍ତି ଉପ-ଅଧିନାୟକ ଯଶପ୍ରୀତ ବୁମରା। ଟେଷ୍ଟ୍‌ କ୍ରିକେଟ୍‌ରେ ଭାରତର ପରବର୍ତ୍ତୀ ମ୍ୟାଚ୍‌ ପାଇଁ ଯଶପ୍ରୀତ ବୁମରାଙ୍କୁ ଅଧିନାୟକ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ବିରାଟଙ୍କ ଅଧିନାୟକ ପଦ ଛାଡ଼ିବା ଉପ‌ରେ ଏବଂ କିଏ ଏବେ ତାଙ୍କ ସ୍ଥାନ ନେବେ ସେ ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ବୁମରା। ଆଜି ଅପରାହ୍ନରେ ଟିମ୍ ଇଣ୍ଡିଆର ଉପ-ଅଧିନାୟକ ଜସପ୍ରୀତ ବୁମରା ସାମ୍ବାଦିକ ସମ୍ମିଳନୀକୁ … Continue reading ଭାରତୀୟ କ୍ରିକେଟ ଦଳରେ ବିରାଟଙ୍କ ସ୍ଥାନ ନେଇପାରନ୍ତି ବୁମରା